ଓଡିଶାପାଣିପାଗପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକmahabharatanewsApril 26, 2023 by mahabharatanewsApril 26, 20230150 ଭୁବନେଶ୍ୱର:ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକ । ବିଭାଗୀୟ ସମନ୍ୱୟ ଓ ତ୍ୱରିତ ପୁନରୁଦ୍ଧାରକୁ ବୈଠକରେ ଗୁରୁତ୍ୱ ଦିଆଯିବ । ମୁଖ୍ୟ ଶାସନ ସଚିବଙ୍କ...
ଓଡିଶାପାଣିପାଗକାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼mahabharatanewsApril 25, 2023 by mahabharatanewsApril 25, 20230135 ଭୁବନେଶ୍ୱର :ଏବେ ରାଜ୍ୟରେ ୪-୫ ଦିନ ବର୍ଷ ଜାରି ରହିଥିବା ବେଳେ ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଦେଖାଯିବ ।ଏହା ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି...
ଓଡିଶାପାଣିପାଗତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ୫ଦିନ ଯାଏଁ କାଳବୈଶାଖୀmahabharatanewsApril 17, 2023 by mahabharatanewsApril 17, 20230141 ଭୁବନେଶ୍ୱର: ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଉତ୍ତର ଉପକୂଳ ଓଡିଶାକୁ ତାତିରୁ ମିଳିବ ଆଶ୍ବସ୍ତି ତେବେ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ବୃଦ୍ଧିହେବ । ପ୍ରଭାବରେ ସ୍ବାଭାବିକ...
ପାଣିପାଗଚଳିତ ବର୍ଷ ସାରାଦେଶରେ ୯୬ ପ୍ରତିଶତ ହେବ ମୌସୁମି ବର୍ଷାmahabharatanewsApril 11, 2023 by mahabharatanewsApril 11, 20230113 ନୂଆଦ୍ୱୀଲ୍ଲି: ଚଳିତ ବର୍ଷ ହେବ ସ୍ୱାଭାବିକ ମୌସୁମି ବର୍ଷା । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ଆଶ୍ବସ୍ତିକର ଖବର ଦେଇଛନ୍ତି । ଆକଳନ ଅନୁଯାୟୀ ଚଳିତ ବର୍ଷ ସାରାଦେଶରେ ୯୬ ପ୍ରତିଶତ ହେବ...
ଓଡିଶାପାଣିପାଗରାଜ୍ୟରେ ବର୍ଷା କମିବା ପରେ ବଢିବାରେ ଲାଗିଛି ତାପମାତ୍ରା,ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡmahabharatanewsApril 10, 2023 by mahabharatanewsApril 10, 20230150 ଭୁବନେଶ୍ୱର: କଲବଲ କଲାଣି ତାତି, ରାଜ୍ୟରେ ବର୍ଷା କମିବା ପରେ ବଢିବାରେ ଲାଗିଛି ତାପମାତ୍ରା । ଆଜି ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାସୁଗୁଡାରେ ମଧ୍ୟ...