Uncategorized

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮,୧୮,୫୭୦

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାମ ନେଉ ନ ଥିବା ବେଳେ କିନ୍ତୁ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖାଦେଇଛି । ଗତ ୨୪ ଘଣ୍ଟାରେ ୮୬ ହଜାର ୦୫୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮ଲକ୍ଷ ୧୮ହଜାର ୫୭୦ରେ ପହଞ୍ଚିଛି। ସେହିପରି ଗତ ଗୋଟିଏ ଦିନରେ ୧୧୪୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୯୨ ହଜାର ୨୯୦କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୭୦ ହଜାର ୧୧୬ ଜଣ ସକ୍ରୀୟ ରୋଗୀ ଥିବାବେଳେ ୪୭ ଲକ୍ଷ୫୬ ହଜାର ୧୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ହାତ ଧୋଇବା ଭିଡିଓ ସେୟାର କରି ଟ୍ରୋଲ ହେଲେ ନୁସରତ

mahabharatanews

ସିଏଏ ବିରୋଧକାରୀ ହେଉଛନ୍ତି ଦଳିତ ବିରୋଧୀ: ଶାହା

mahabharatanews

ସୁପ୍ରିମ କୋର୍ଟଙ୍କ ଦ୍ୱାରା ସିଏଏ ସମ୍ବନ୍ଧିତ ଯାଚିକା ଖାରିଜ

mahabharatanews

Leave a Comment