Uncategorized

ବାଲା ସୁବ୍ରମଣ୍ୟମଙ୍କ ୭୪ ବର୍ଷରେ ପରଲୋକ

ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲା ସୁବ୍ରମଣ୍ୟମଙ୍କ ଆଜି ୭୪ ବର୍ଷରେ ପରଲୋକ ହୋଇଯାଇଛି । କରୋନାରେ ସଂକ୍ରମିତ ହୋଇ ଚେନ୍ନାଇର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ ୫ ତାରିଖରେ ତାଙ୍କୁ ହସପିଟାଲାର ଭର୍ତି କରାଯାଇଥିଲା। ତେବେ ସେ କରୋନାରୁ ଖୁବଶୀଘ୍ର ଆରୋଗ୍ୟ ହୋଇଥିଲେ। ମାତ୍ର ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରେ ଥିଲେ।
ବାଲାସୁବ୍ରମଣ୍ୟମ ୪୦ ହଜାରରୁ ଅଧିକ ଫିଲ୍କରେ ଗୀତ ଗାଇଛନ୍ତି। ଏହି ଦୁଃଖଦ ଖବରରେ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Related posts

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗୁଛି ବିଏମସି

mahabharatanews

ଦିଲ୍ଲୀ ହିଂସା ଜାତୀୟ ଲଜ୍ଜା: ମନମୋହନ

mahabharatanews

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

mahabharatanews