Uncategorized

କବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

ବଲାଙ୍ଗୀର : ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଆଜି କବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଅଛି । ଏହି ସଭା ରେ କବି ସନ୍ଦୀପ କୁଆଁର ମଞ୍ଚ ପରିଚାଳନା କରିଥିଲେ । ସାମ୍ବାଦିକ ମଳୟ ମିଶ୍ର ଅତିଥି ରୂପେ ଯୋଗ ଦେଇଥିଲେ । ଏହି କାର୍ୟକ୍ରମରେ ବଲାଙ୍ଗୀରର ବହୁତ ବୁଦ୍ଧିଜୀବୀ ଯୋଗ ଦେଇ କାର୍ୟ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

Related posts

ଲକଡାଉନ: ୧୧ରେ ଚୂଡାନ୍ତ ନିଷ୍ପତ୍ତି

mahabharatanews

ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତ୍ୟୁ ୯୭୧

mahabharatanews

ଟ୍ୱିଟରର ନୂଆ ସିଇଓ ହେଲେ ଲିଣ୍ଡା ୟାକାରିନୋ

mahabharatanews