Uncategorized

ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତ୍ୟୁ ୯୭୧

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଯଦିଓ ସାମାନ୍ୟ ହ୍ରାସ ଦେଖା ଦେଇଛି କିନ୍ତୁ ଏହା ସନ୍ତୋଷଜନକ ନୁହେଁ । ଦେଶରେ ଗତ ୨୪ ଘଣ୍ଟାରେ ୭୮,୫୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୯୭୧ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୫୫୨୬କୁ ବୃଦ୍ଧି ପାଇଛି। ଏହାସହ ମୋଟ କରୋନା ପଜିଟିଭ ସଂଖ୍ୟା ୬୮୩୫୬୫୬ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୯,୦୨,୪୨୫ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୫୮,୨୭,୭୦୫ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି ।

Related posts

ରାମଭୀର ସିଂହ ବିଧୁରି ଦିଲ୍ଲୀ ବିରୋଧୀ ଦଳ ନେତା

mahabharatanews

ଶୋଇଥିଲେ, ଚଢିଗଲା ଟ୍ରକ: ୮ ଜଣଙ୍କ ମୃତ୍ୟୁ

mahabharatanews

ଆମେରିକାରେ ୭ ଲକ୍ଷରୁ ଊଦ୍ଧ୍ୱର୍ ଆକ୍ରାନ୍ତ, ୩୭ ହଜାର ଟପିଲା ମୃତ୍ୟୁ

mahabharatanews