ଓଡିଶା

ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ଚାଷି ଅଖି ମୁଠି ଅନୁକୂଳ କରି ବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ନିକଟରେ ଥିବା ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମିଶନଶକ୍ତି କାଫେ ସହ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।ଆସନ୍ତା କାଲି ୧୦.୩୦ ବେଳେ ନବନିର୍ମିତ ବିଜେଡି ପାର୍ଟି ଅଫିସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ।

Related posts

ମରାମତି କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ପରେ ରତ୍ନାଳଙ୍କାରର ଗଣତି ଓ ମଣତି ପାଇଁ ପ୍ରସ୍ତୁତ

mahabharatanews

ମୋ ବସରେ ମହିଳାଙ୍କୁ ମାଗଣା ସେବା

mahabharatanews

ନିମଖଣ୍ଡି ରେ ବିଜେଡ଼ିର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ

mahabharatanews