ଓଡିଶା

ନବ ଚରଣ ମାଝୀଙ୍କୁ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଶେଷ ହୋଇଛି ଚଳିତ ବର୍ଷାର ଭୋଟ ଗଣତି । ଆଉ ଘୋଷଣା ହୋଇଛି ବିଜୟୀଙ୍କ ନାମ । ସେହିପରି ମୟୂରଭଞ୍ଜ ଲୋକସଭା ଆସନ ପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେଣୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ରିଟର୍ନିଙ୍ଗ ଅଧିକାରୀ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ (ଭା. ପ୍ର. ସେ.) ବୁଧବାର ଦିନ ଲୋକସଭା ଆସନ ବିଜୟୀ ପ୍ରାର୍ଥୀ ଶ୍ରୀ ନବ ଚରଣ ମାଝୀଙ୍କୁ ବିଜୟୀ ପ୍ରାର୍ଥୀ ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

Related posts

ମାଗଣା ଚକ୍ଷୁ ପରୀକ୍ଷା ଶିବିର

mahabharatanews

ଗୁଜରାଟର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

mahabharatanews

ଅଗ୍ନିକାଣ୍ଡରେ ୪ ଦୋକାନ ଭସ୍ମୀଭୂତ

mahabharatanews