ଭାରତ

ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ

(ଭୁବନେଶ୍ୱର)  : ନିର୍ବାଚନ ପାଇଁ ପୁରା ସଜାଗ ହୋଇଛି ନିର୍ବାଚନ ଆୟୋଗ । ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଂଚ ହୋଇଛି । ବିଚ୍ କ୍ରାଫ୍ଟ ୨୦୦କୁ ତନ୍ନ ତନ୍ନ କରି ଯାଂଚ କିଛି ଫ୍ଲାଇଂ ସ୍କ୍ୱାର୍ଡ । ଆଜି ଏକ ସ୍ୱତନ୍ତ୍ର ବିମାନରେ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ସୂଚନାନୁଯାୟୀ , ବିଶ୍ୱେଶ୍ୱର ଟୁଡୁ ମାଲକାନଗିରିରେ ପହଂଚିବା ପରେ ତାଙ୍କ ବିମାନ ଯାଂଚ କରିଥିଲେ ଫ୍ଲାଇଂ ସ୍କ୍ୱାର୍ଡ । ଆଜି ଏକ ସ୍ୱତନ୍ତ୍ର ବିମାନରେ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ବିମାନକୁ ତନ୍ନ ତନ୍ନ କରି ଯାଂଚ କରାଯାଇଥିବା ସୂଚନା ମିଳିଛି । ମାଲକାନଗିରି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ମିଶ୍ରଣ ପର୍ବ ସହ ରୋଡ୍ ସୋ’ରେ ସେ ସାମିଲ ହେବେ ।

 

Related posts

୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ

mahabharatanews

ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ ଜାରି 

mahabharatanews

ଘନ କୁହୁଡ଼ି; ବିଳମ୍ବରେ ୩୦ଟି ବିମାନ

mahabharatanews