ଓଡିଶା

ଧର୍ମ ବିରୋଧୀ ଅଭିଯୋଗ ଆଣିଲା ଇସଲାମ ସମ୍ପ୍ରଦାୟ

ଭଦ୍ରକ-ସେକ୍ ଫଇଜାନୀ କାଦରୀ :ଇସଲାମ ଧର୍ମଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲମାନ ସମ୍ପାଦୟ କୁ ଅପମାନ କରିଥିବା ଜୟ ପ୍ରକାଶ ଇସଲାମ ଧର୍ମଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲମାନ ସମ୍ପାଦୟ କୁ ଅପମାନ କରିଥିବା ଜୟ ପ୍ରକାଶ ନା ରେ ପୁରୁଣା ବଜାର ର ଥାନାରେ ଭଦ୍ରକ ପୁରୁଣା ବଜାର ବାସୀଙ୍କ ତରଫରୁ ଏକ ଏତଲା ଦିଆଯାଇଛି । ସୂଚନା ଅନୁଯାଇ ଇସଲାମ ଧର୍ମ ଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲିମ ସମ୍ପାଦୟ ବିରୋଧ ରେ ସାମାଜିକ ଗଣ ମାଧ୍ୟ୍ୟମ ଉତେଜନା ଦେଖାଦେଇଛି । ଏଭଳି ମନ୍ତବ୍ୟକୁ ଭଦ୍ରକ ପୁରୁଣା ବଜାର ମୁସଲମାନ ଭାଇ ମାନେ ଘୋର ନିନ୍ଦାସହ ଅଭିଯୁକ୍ତ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ କରାଯାଉ ବୋଲି ଭଦ୍ରକ ପୁରୁଣା ବଜାର ବାସୀଙ୍କ ତରଫରୁ ଦାବୀ କରାଯାଇଛି । ଜଦି ତାକୁ ଆରେଷ୍ଟ ନ କରାଯାଏ ତେବେ ତୀବ୍ର ଆନ୍ଦୋଳନ ହେବ ଓ ରାଜ ରାସ୍ତାକୁ ଉଲ୍ଲାହେଇବେ ବୋଲି ଚେତାବନି ଦେଇଛିନ୍ତି ।

 

Related posts

ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ଉନ୍ନାଓ ପୀଡିତାଙ୍କ ମାମଲା: ଯୋଗୀ

mahabharatanews

ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

mahabharatanews

ମାର୍ଚ୍ଚ ୧୦ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ (ଏସଏ)-୨ ପରୀକ୍ଷା ଆରମ୍ଭ ହେବ।

mahabharatanews