ଓଡିଶା

ଧର୍ମ ବିରୋଧୀ ଅଭିଯୋଗ ଆଣିଲା ଇସଲାମ ସମ୍ପ୍ରଦାୟ

ଭଦ୍ରକ-ସେକ୍ ଫଇଜାନୀ କାଦରୀ :ଇସଲାମ ଧର୍ମଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲମାନ ସମ୍ପାଦୟ କୁ ଅପମାନ କରିଥିବା ଜୟ ପ୍ରକାଶ ଇସଲାମ ଧର୍ମଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲମାନ ସମ୍ପାଦୟ କୁ ଅପମାନ କରିଥିବା ଜୟ ପ୍ରକାଶ ନା ରେ ପୁରୁଣା ବଜାର ର ଥାନାରେ ଭଦ୍ରକ ପୁରୁଣା ବଜାର ବାସୀଙ୍କ ତରଫରୁ ଏକ ଏତଲା ଦିଆଯାଇଛି । ସୂଚନା ଅନୁଯାଇ ଇସଲାମ ଧର୍ମ ଗୁରୁ ପ୍ରଫେଟ ମୋହମ୍ମଦ ଓ ମୁସଲିମ ସମ୍ପାଦୟ ବିରୋଧ ରେ ସାମାଜିକ ଗଣ ମାଧ୍ୟ୍ୟମ ଉତେଜନା ଦେଖାଦେଇଛି । ଏଭଳି ମନ୍ତବ୍ୟକୁ ଭଦ୍ରକ ପୁରୁଣା ବଜାର ମୁସଲମାନ ଭାଇ ମାନେ ଘୋର ନିନ୍ଦାସହ ଅଭିଯୁକ୍ତ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ କରାଯାଉ ବୋଲି ଭଦ୍ରକ ପୁରୁଣା ବଜାର ବାସୀଙ୍କ ତରଫରୁ ଦାବୀ କରାଯାଇଛି । ଜଦି ତାକୁ ଆରେଷ୍ଟ ନ କରାଯାଏ ତେବେ ତୀବ୍ର ଆନ୍ଦୋଳନ ହେବ ଓ ରାଜ ରାସ୍ତାକୁ ଉଲ୍ଲାହେଇବେ ବୋଲି ଚେତାବନି ଦେଇଛିନ୍ତି ।

 

Related posts

ଆଜି ପଶ୍ଚିମ ଓଡ଼ିଶାରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ 

mahabharatanews

ଆଜି ରସଗୋଲା ଦିବସ, ପାହାଳରେ ପ୍ରବଳ ଭିଡ଼  

mahabharatanews

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews