ଭାରତ

ମହାଦେବ ଆପ୍ ମାମଲା : ଦୁବାଇରେ ଅଭିଯୁକ୍ତ ଅଟକ

(ଦିଲ୍ଲୀ)  : ମହାଦେବ ଆପ୍ ମାମଲାରେ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ମିଳିଲା ବଡ଼ ସଫଳତା । ମୁଖ୍ୟ ଅଭିଯୁକ୍ତ ରବି ଅପପାଲକୁ ଦୁବାଇରେ ଅଟକ ରଖାଯାଇଛି। ଇଣ୍ଟରପୋଲ ଦ୍ୱାରା ଜାରି କରାଯାଇଥିବା ରେଡ କର୍ଣ୍ଣର ନୋଟିସ ଆଧାରରେ ତାଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ , ବୁଧବାର ସରକାରୀ ସୂତ୍ରରୁ ପ୍ରକାଶ ଯେ ମହାଦେବ ଅନ୍ଲାଇନ୍ ବେଟିଂ ଆପର ଦୁଇ ମୁଖ୍ୟ ମାଲିକଙ୍କ ମଧ୍ୟରୁ ରବି ଅପ୍ପାଲଙ୍କୁ ଦୁବାଇରେ ସ୍ଥାନୀୟ ପୋଲିସ ଅଟକ ରଖିଛି। ୧୫୦୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ମହାଦେବ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରକରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୌଣସି କଂଗ୍ରେସ ନେତାମାନଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ଗିରଫ ବେଆଇନ ବୋଲି ମହାଦେବ ଆପ୍ ମାମଲାରେ ଅଭିଯୁକ୍ତ ଏକ ଚିଠି ଲେଖିଛନ୍ତି।

Related posts

 ବାରାଣାସୀରେ’ଭାରତ ଯୋଡୋ ନ୍ୟାୟ ଯାତ୍ରା’

mahabharatanews

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

mahabharatanews

ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍

mahabharatanews