Accidentଓଡିଶା

ମାଛ ବିକାଳି ଉପରକୁ ଚଢିଗଲା କଣ୍ଟେନର୍

ରାୟଗଡ଼ା: ଆଜି ସକାଳୁ ସକାଳୁ ଦେଖିବ।କୁ ମିଳିଛି ଏହି ଦୁଃଖଦ ଘଟଣା । ରାଉଲକେଲା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ପୂର୍ତ୍ତ ଡାକ ବଙ୍ଗଳା ସମ୍ମୁଖରେ ମାଛ ବିକାଳି ଉପରେ ଚଢ଼ିଯିବା ଫଳରେ ବ୍ୟବସାୟୀ ର ଘଟଣା ସ୍ଥଳରେ ମୃତୁ ଘଟିଛି। ମୃତ ବ୍ୟବସାୟୀ ହେଲେ ଖଲିଗୁଡ଼ା ଗ୍ରାମର ବି. ପ୍ରକାଶ ରାଓ । ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଅଡିବସିଛନ୍ତି । ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଜ।ରିରଖିଛି।

Related posts

କାଉରିଆଙ୍କ ପାଇଁ ଖୁସି ଖବର, ଆଜି ଖୋଲିବ ଧବଳେଶ୍ୱର ସ୍ଥାୟୀ ପୋଲ

mahabharatanews

ରାସ୍ତା ତଳକୁ ଓଲଟି ପଡିଲା ଆମ୍ବୁଲାନ୍ସ

mahabharatanews

କରୋନାକୁ ହରାଇଲେ କ୍ୟାନ୍ସର ରୋଗୀ

mahabharatanews