ଓଡିଶା

ଉତ୍କେଲା ଆଜିଠୁ ବିମାନ ସେବା ଆରମ୍ଭ

(କଳାହାଣ୍ଡି) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଆଜି ଉଡ଼ିବ ବିମାନ  । ପ୍ରଥମେ ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ୯ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ କରିବ। ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।

ସୂଚନାନୁଯାୟୀ ,  ଅନ୍ୟପକ୍ଷରେ ବହୁପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ କଳାହାଣ୍ଡିବାସୀଙ୍କ ଅଧୁରା ସ୍ବପ୍ନ ପୂରଣ ହେବାକୁ ଥିବାରୁ ଜିଲ୍ଲାରେ ଖୁସି ଦେଖାଯାଇଛି। ତେବେ କିଛି ବ୍ୟକ୍ତି ଟିକେଟ୍‌ ବୁକିଂ କରୁଥିବାବେଳେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରୁବାର ବିମାନ ଚଳାଚଳ କରିବ ବୋଲି କହୁଥିବାରୁ ଲୋକେ ନିରାଶ ହୋଇଛନ୍ତି।

Related posts

ବୋଟରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର,

mahabharatanews

ବିଚ ରାସ୍ତାରେ ଚଳନ୍ତା କାରରେ ନିଆଁ

mahabharatanews

 ବିଷ ପିଇଲେ ଚାଷୀ

mahabharatanews