ଓଡିଶା

ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା

ଭୁବନେଶ୍ୱର:ବଢିଲା ବାତ୍ୟା ସମ୍ଭାବନା !ବଙ୍ଗୋପସାଗର ରେ ବାତ୍ୟା ନେଇ ବଢିଲା ସମ୍ଭାବନା।୬ ତାରିଖ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ଘୃର୍ଣ୍ଣିବଳୟ। ପ୍ରଭାବ ରେ ୭ ରେ ସୃଷ୍ଟି ହେବ ଲଘୁଚାପ। ୮ ରେ ନେବ ଅବପାତ ରୂପ। କ୍ରମେ ଏହା ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି। ୯ ତାରିଖ ରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟାର ରୂପ ନେଇପାରେ।ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି ।

Related posts

ସଟଡାଉନରେ ଚାଲୁରହିବ ବସ୍

mahabharatanews

ବିଧାନସଭାରେ ପୁଣି ହଟ୍ଟଗୋଳ; ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

mahabharatanews

ଜୁନ ୧୭ ବଦଳରେ ୩୦ ପରେ କଲେଜ ଖୋଲିବାକୁ ଦାବି

mahabharatanews