ଭାରତ

ମିସାଇଲ୍‌ ମାଡ଼ରୁ ବର୍ତିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

(ଦିଲ୍ଲୀ) : ମିସାଇଲ୍‌ ମାଡ଼ରୁ ଅଳ୍ପକେ ରକ୍ଷା ପାଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି। ତାଙ୍କ କନଭେନ୍‌ର ଅତି ନିକଟରେ ମିସାଇଲ୍‌ ପଡ଼ିଥିବା ଜଣାପଡ଼ିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ପ୍ରଥମ ଥର ଲାଗି ଜେଲେନସ୍କିଙ୍କ ଏତେ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି।

ସୂଚନାନୁଯାୟୀ, ଓଡେସାରେ ୟୁକ୍ରେନ୍‌ ରାଷ୍ଟ୍ରପତି ଏବଂ ଗ୍ରୀସ ପ୍ରଧାନମନ୍ତ୍ରୀ ସାକ୍ଷାତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାଷ୍ଟ୍ରପତି ଜେଲେନସ୍କିଙ୍କ କନଭେନ୍‌ ଗ୍ରୀକ୍‌ ଦୂତାବାସରେ ପହଞ୍ଚିଥିଲା, ସେତେବେଳେ ପ୍ରାୟ ୧୦୦ ମିଟର ଦୂରରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଛତିଶଗଡ଼ରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ ୟୁରୋପୀୟ କାଉନସିଲ୍ ଅଫ୍ ବୈଦେଶିକ ସମ୍ପର୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ଯୁଦ୍ଧ ବିଷୟରେ କିଛି ରୋଚକ କଥା କୁହାଯାଇଛି।

Related posts

ବନ୍ଦେ ଭାରତ ଟ୍ରେନ ଉପରକୁ ପୁଣି ପଥର ମାଡ଼

mahabharatanews

କ୍ରିକେଟ ଖେଳିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୭୮୨ ସଂକ୍ରମିତ ଚିହ୍ନଟ

mahabharatanews