ଓଡିଶାରାଜନୀତି

ବଡଚଣା ବ୍ଲକ ପଞ୍ଚାୟତ ସ୍ତରରେ ଉପନିର୍ବାଚନର ଘୋଷଣା ହେଲା ଫଳାଫଳ

ବଡଚଣା/ ବେଦ ପ୍ରକାଶ ନାୟକ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ସ୍ତରରେ ୱାର୍ଡ ମେମ୍ବର ମାନଙ୍କ ଉପ ନିର୍ବାଚନ ହୋଇ ଥିବା ବେଳେ, ଆଜି ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯାଇଛି। ବିଶେଷକରି ୭ଗୋଟି ପଞ୍ଚାୟତର ୧୨ଟି ୱାର୍ଡ ସଭ୍ୟଙ୍କ ନିର୍ବାଚନ ହୋଇ ଥିବା ବେଳେ, ଆଜି ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି ।ଭଟ ଗଣତି ଓ ଫଳାଫଳ ଘୋଷଣା ସମୟରେ ବଡଚଣା ବ୍ଲକ୍ ପ୍ରଶାସନ ଏବଂ ନିର୍ବାଚନ ଅଧିକାରୀ ତଥା ବଡଚଣା ପୋଲିସ୍ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ର ସହିତ ଫଳାଫଳ ପ୍ରକାଶ କରିଛନ୍ତି ।

Related posts

ବୁଣାକାରମାନଙ୍କୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବିପତ୍ର

mahabharatanews

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

mahabharatanews

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

mahabharatanews