ଓଡିଶା

+୨ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୧୯ରେ ବାହାରିବ 

ଭୁବନେଶ୍ୱର: ଅଗଷ୍ଟ ୧୯ ତାରିଖରେ ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ବାହାରିବ । ୧୯ ତାରିଖ ଦିନ ୧୧.୩୦ରେ ପରୀକ୍ଷା ଫଳ ବାହାରିବା ନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ଚଳିତବର୍ଷ ୨୫ ହଜାରରୁ ଅଧିକ ଛାତ୍ର ଛାତ୍ରୀ ବାଣିଜ୍ୟରେ ପରୀକ୍ଷା ଦେଇଛନ୍ତି। ଅମ୍ପାନ ବାତ୍ୟା ଓ କରୋନା ପାଇଁ ପରୀକ୍ଷା ଓ ମୂଲ୍ୟାୟନ ବାଧାପ୍ରାପ୍ତ ହୋଇଥିଲେ ବି ମନ୍ତ୍ରୀ ଦେଇଥିବା ଡେଟ୍ ଲାଇନ୍ ଭିତରେ ପ୍ରକାଶ ପାଇଛି ପରୀକ୍ଷା ଫଳ। ଯାହାକୁ ନେଇ ସବୁ ମହଲରୁ ପ୍ରଶଂସା କରାଯାଇଛି। ଗତ ୧୨ ତାରିଖରେ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଛି। ଅଗଷ୍ଷ୍ଟ ୩୧ ପୂର୍ବରୁ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ନ୍ ।

Related posts

ଆମ୍ବାଦଳା ଷ୍ଟେସନ ନିକଟରେ ମାଳବାହି ଟ୍ରେନର ୬ ବଗି ଲାଇନ ଚ୍ୟୁତ

mahabharatanews

ଅହିଂସା ରଥ କାର୍ଯ୍ୟକ୍ରମରେ ରାଇଘର ବ୍ଲକ ପ୍ରକାଶନ ଗଣମାଧ୍ୟମକୁ ଅଣଦେଖା

mahabharatanews

ଉଦୟଗିରିରେ ତାପମାତ୍ରା  ୬.୪ ଡିଗ୍ରି ରେକର୍ଡ 

mahabharatanews