ଓଡିଶା

ଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

ବଲାଙ୍ଗୀର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ସଦର ବ୍ଲକ ବିଡ଼ିଘାଟ ପଞ୍ଚାୟତରେ । ପୂର୍ବ ଶତୃତାକୁ ନେଇ ରାତ୍ରୀରେ ଦୁର୍ବୃତ୍ତ ମାନେ କୌଶଳ ବାରିକ ନାମକ ଜଣେ ଚାଷୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଥିଲେ । ଗାଳିର ପ୍ରତିବାଦ କରିବାରୁ ତାଙ୍କୁ ପ୍ରଚୁର ମାଡ଼ମାରି ଧାନ ପୋଲକୁ ମଧ୍ୟ ନିଆ ଲଗାଇ ଦେଇଥିଲେ । ଖବର ପାଇ ଦମକଳ ବିଭାଗ ପହଞ୍ଚି ନିଆକୁ ଆୟତ କରି ଲିଭାଇ ବାରେ ସଫଳ ହେଇଛି ।

Related posts

ବିଜେପିରେ ସାମିଲ ହେଲେ ଅରବିନ୍ଦ ଢାଲି 

mahabharatanews

ଆର୍ଡମିଟ କାର୍ଡ ନମିଳିବାରୁ ପରୀକ୍ଷା ଦେଇପାରିଲେ ନାହିଁ ଛାତ୍ର ଛାତ୍ରୀ

mahabharatanews

ରାଜ୍ୟରେ କମିଛି କରୋନା ସଂକ୍ରମଣ; ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews