ଓଡିଶା

ରୁପାରେ ଛାଉଣୀ ହେଲା ସିଂହଦ୍ବାର

(ପୁରୀ) : ରୁପାର ଝଲସିଛି ଶ୍ରୀମନ୍ଦିର ସିଂହଦ୍ବାର। ତିନିଦିନ ଧରି ଚାଲିଥିବା ସିଂହଦ୍ବାର ରୁପା ଛାଉଣି କାମ ଶେଷହୋଇଛି। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଅର୍ଥାତ୍‌ ଶ୍ରୀବିଗ୍ରହଙ୍କ ବାହୁଡ଼ାଯାତ୍ରା ପୂର୍ବରୁ ଆଜି ଏହି କାମ ଶେଷ ହୋଇଛି।

ସୂଚନାନୁଯାୟୀ ,  ଦୁଇପାର୍ଶ୍ବରେ ଦୁଇଟି ରୁପାର ସିଂହମୂର୍ତ୍ତି ବି ଲଗାଯାଇଛି। ଦ୍ବାର ଖୋଲିବା ପାଇଁ ପୂର୍ବଭଳି ଦୁଇ ସିଂହମୂର୍ତ୍ତିରେ ଦୁଇଟି ରୁପାର କଡ଼ା ବି ଲଗାଯାଇଛି। ପୂର୍ବରୁ ସିଂହଦ୍ବାରରେ ସେବକଙ୍କ ପାଇଁ ଛୋଟିଆ ଦ୍ବାର ରହିଥିଲା। ସିଂହଦ୍ବାରର ବଡ଼ ଦ୍ବାରରେ ଏହି ଛୋଟ ଦ୍ବାର ବି ତିଆରି କରାଯାଇଛି। ଏଥିରେ ବି ରୁପା ଛାଉଣି କରାଯାଇଛି।

Related posts

ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ଶ୍ରୀ ନବୀନ ପଟ୍ଟନାୟକ

mahabharatanews

କୋଶଲ ୟୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନଶିବିର ଅନୁଷ୍ଠିତ ହୋଇଯାଇଛି

mahabharatanews

ଆସିକା ପାଇଁ ଗର୍ବ ଆଣିଲେ ବିକ୍ରମ

mahabharatanews