Uncategorized

ଖାଲି ପଡିଛି ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ

ରାଜ୍ୟରେ ଡାକ୍ତର ମରୁଡି। ଖାଲି ପଡିଛି ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ। ୩୦ ଟି ଜିଲ୍ଲାର ୩୭୫ ଟି ସିଏଚସିରେ ଖାଲି ପଡିଛି ଏହି ଡାକ୍ତରଙ୍କ ପଦବୀ। ସର୍ବାଧିକ ଗଞ୍ଜାମରେ ୪୫୦, ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଦରେ ୧୨, କଟକରେ ୨୮୧ ଡାକ୍ତର ଖାଲି ପଡିଛି। ସେହିପରି ସ୍ପେଶାଳ ଡାକ୍ତର ସର୍ବାଧିକ ମୟୁରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଦାରେ ୨୯, କଟକରେ ୪୩ ପଦବୀ ଖାଲି ପଡିଛି. ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର.।

Related posts

ଧଳା ଜୋତାକୁ ସଫା କରିବାର କିଛି ସହଜ ଉପାୟ

mahabharatanews

ଆଲିଗଡ ମୁସଲିମ ୟୁନିଭର୍ସିଟି ଶିକ୍ଷାର୍ଥୀଙ୍କୁ କୁଳପତିଙ୍କ ଅପିଲ

mahabharatanews

ଜେଏନୟୁ ହିଂସା: ହ୍ୱାଟ୍ସଆପ ଗ୍ରୁପ ସଦସ୍ୟଙ୍କ ଫୋନ ଜବତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews