Uncategorizedଓଡିଶା

ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ।ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଧର୍ଷଣ ୫୦୯, ଧର୍ଷଣ ଉଦ୍ୟମ ୪୧, ନାବାଳିକା ଦୁଷ୍କର୍ମ ୭୬୯, ହତ୍ୟା ୪୫୯, ମହିଳା ହତ୍ୟା ୧୬୧, ମହିଳା ନିର୍ୟାତନା ୯୨୪୮, ଯୌତୁକ ହତ୍ୟା ୨୪, ଯୌତୁକ ଜନିତ ନିର୍ୟାତନା ୫୩୯୮ ମାମଲା ରୁଜୁ ହୋଇଛି ।

Related posts

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

mahabharatanews

ଜାତୀୟ ରାଜପଥରେ ବସ ଓଲଟି ୧୬ ଗୁରୁତର

mahabharatanews

ଦୁଇ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

mahabharatanews