Uncategorized

ଖାଲି ପଡିଛି ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ

ରାଜ୍ୟରେ ଡାକ୍ତର ମରୁଡି। ଖାଲି ପଡିଛି ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ। ୩୦ ଟି ଜିଲ୍ଲାର ୩୭୫ ଟି ସିଏଚସିରେ ଖାଲି ପଡିଛି ଏହି ଡାକ୍ତରଙ୍କ ପଦବୀ। ସର୍ବାଧିକ ଗଞ୍ଜାମରେ ୪୫୦, ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଦରେ ୧୨, କଟକରେ ୨୮୧ ଡାକ୍ତର ଖାଲି ପଡିଛି। ସେହିପରି ସ୍ପେଶାଳ ଡାକ୍ତର ସର୍ବାଧିକ ମୟୁରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଦାରେ ୨୯, କଟକରେ ୪୩ ପଦବୀ ଖାଲି ପଡିଛି. ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର.।

Related posts

ନିଜ ଶକ୍ତିର ପରାକାଷ୍ଠା ଦେଖାଇବାକୁ ଚାହୁଁଛି ଚୀନ

mahabharatanews

ଘର ବାଡ଼ିରୁ ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀର ଠାବ

mahabharatanews

ଦେଶରେ ୨୪ ଘଣ୍ଟାରେ ୫୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ: ୧୩୨ ମୃତ

mahabharatanews