ଅପରାଧଓଡିଶା

ଚିତା ବାଘ ଛାଲ ଜବତ ସହ ଶିକାରୀ ଗିରଫ

ଚିତା ବାଘ ଛାଲ ଜବତ ସହ ଶିକାରୀ ଗିରଫ।  ଓଡ଼ିଶାର ବନ ବିଭାଗର ଭିଜିଲାନ୍ସ ପକ୍ଷରୁ  ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ବଦଲା ଗ୍ରାମରେ ସୋମବାର ଚଢ଼ାଉ କରାଯାଇଥିଲା । ସେଠାରୁ ଚିତା ବାଘ ଛାଲ ଜବତ କରାଯିବା ସହିତ ଶିକାରୀ ଜୟ ନାଏକକୁ ଗିରଫ କରିଥିବା ଜଣାପଡ଼ିଛି। ଏଭଳି ଘଟଣାକୁ ନେଇ ଓଡିଶା ବନ୍ୟ ଜନ୍ତୁ ସୁରକ୍ଷା ଆକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜରି ରଖିଛି ବନ ବିଭାଗର ଭିଜିଲାନ୍ସ ୱଇଂ ଟିମ ।

Related posts

ବାଲେଶ୍ୱର ସଦର ବିଧାନ କ୍ଷେତ୍ର କିଏ ଦଖଲ କରିବ ?

mahabharatanews

ସିଏଏ ବିରୋଧକୁ ଉସକାଉଥିବା ଏକ ଆତଙ୍କୀ ଦମ୍ପତି ଗିରଫ

mahabharatanews

ବାଲୁକାକଳାରେ ସୁଦର୍ଶନଙ୍କ ବାର୍ତା

mahabharatanews