ଭାରତ

ପ୍ରସିଦ୍ଧ ପତ୍ରିକାର କଭର୍ ପେଜରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

(ଦିଲ୍ଲୀ) : ପ୍ରସିଦ୍ଧ ପତ୍ରିକା ଫେମିନା କଭର୍ ପେଜରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଫେମିନା ମାଗାଜିନ୍ ରାଷ୍ଟ୍ରପତି ଦୌପଦୀ ମର୍ମୁଙ୍କ ଉପରେ ଏକ ସ୍ୱତନ୍ତ୍ର ଷ୍ଟୋରୀ ଉପସ୍ଥାପନ କରିଛି । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ଏହି ମାଗାଜିନ ଅଗଷ୍ଟ ଏଡିସନ କଭର୍ ପେଜରେ ସ୍ଥାନ ଦେଇଛି ।  ଏଥିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ରାଜନୈତିକ, ସାମାଜିକ, ଶିକ୍ଷା ଆଦି ବିଷୟରେ ଦର୍ଶାଯାଇଛି ।

ସୂଚନାନୁଯାୟୀ , ପ୍ରଥମ ଆଦିବାସୀ ନୁହଁନ୍ତି, ବରଂ ୬୪ ବର୍ଷ ବୟସରେ ମୁର୍ମୁ ମଧ୍ୟ ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ସର୍ବକନିଷ୍ଠ ତଥା ଭାରତର ପ୍ରଥମ ରାଷ୍ଟ୍ରପତି । ୨୦୨୨ ରେ ଭାରତରେ ଗୁଗୁଲରେ ସବୁଠାରୁ ଖୋଜା ଯାଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦ୍ରୌପଦୀ ମୁର୍ମୁ ଅନ୍ୟତମ । ଏହା ସହ ସେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ମଧ୍ୟ ହୋଇପାରିଛନ୍ତି ।

Related posts

ଜୋ ବାଇଡେନଙ୍କୁ କରୋନା

mahabharatanews

ଦେଶରେ ଦିନକରେ ୮,୦୧୩ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ଏଣିକି କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି ।

mahabharatanews