ଓଡିଶା

ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ୨ ନକ୍ସଲ

 (ମାଲକାନଗିରି) : ଏନକାଉଣ୍ଟରରେ ନିହତ ହେଲେ ୨ ନକ୍ସଲ । ମାଲକାନଗିରି ସୀମାନ୍ତରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ନକ୍ସଲ । ଏହି ସମୟରେ ଏନକାଉଣ୍ଟରରେ ୨  ଦୁର୍ଦ୍ଦାନ୍ତ ନକ୍ସଲ ନିହତ ହୋଇଥିବା ସ୍ପଷ୍ଟ ହୋଇଛି ।

ସୂଚନାନୁଯାୟୀ, ବୁଧବାର ସକାଳେ ଛତିଶଗଡ଼ ଦନ୍ତେୱାଡ଼ାର ନାହାଡି ଜଙ୍ଗଲରେ ଏନକାଉଣ୍ଟର ହୋଇଛି ।  ପୋଲିସ ଗୁଳିରେ ଦୁଇଜଣ ନକ୍ସଲ ନିହତ ହୋଇଛନ୍ତି । ଉଭୟ ନକ୍ସଲଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ପ୍ରାୟ ଅଧ ଘଣ୍ଟା ଧରି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ମଙ୍ଗଳବାର ରାତିରେ ପୋଲିସ କର୍ମୀଙ୍କୁ ଅପରେସନ୍ ପାଇଁ ପଠାଯାଇଥିଲା ।

Related posts

ଓଡିଶାରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା

mahabharatanews

କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୨ ନାବାଳକ

mahabharatanews

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

mahabharatanews