ଓଡିଶା

ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡାକରା

(ଭୁବନେଶ୍ୱର) :  ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡାକରା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦୁଆର ଖୋଲାଯିବା ଦାବି nei ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଚାରି ଦୁଆର ଖୋଲିବା ନେଇ ଏହି ଡାକରା ଦିଆଯାଇଛି । ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ଖେଳ  ବୋଲି ଦର୍ଶାଯାଇଛି ।

ସୂଚନାନୁଯାୟୀ , ଭିତର ରତ୍ନଭଣ୍ଡାରର ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ହେଲେ ତାହା ମରାମତି ହେଉନାହିଁ । ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ଏ ନେଇ ରିପୋର୍ଟ ଦେଇଛି । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ କହି ସରକାର ଭକ୍ତଙ୍କୁ ଭୂଆଁ ବୁଲାଉଥିବା ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀଜଗନ୍ନାଥ ସେନା ତରଫରୁ କୁହାଯାଇଛି ।

 

Related posts

“ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଛି”: ସୁନୀତା କେଜ୍ରିୱାଲ

mahabharatanews

ଦୁଷ୍କର୍ମକୁ ନେଇ ଅନେକ ଦେଶରେ କଠୋର ଆଇନ ପ୍ରଣୟନ ହୋଇଛି: ପ୍ରତାପ ଜେନା

mahabharatanews

ଜୁଲାଇ ୨୪ ତାରିଖରୁ +୩ ଫାଇନାଲ ସେମିଷ୍ଟର ପରୀକ୍ଷା

mahabharatanews