ଓଡିଶା

ଉଦଳା ଗୌଡ଼ୀୟ ମଠରେ ଜନ୍ମାଷ୍ଟମୀ ପାଳିତ

(ଦୀପକ ମିଶ୍ର/ଉଦଳା): ଆଜି ଜନ୍ମାଷ୍ଟମୀ କ୍ଷ ବିଭିନ୍ନ ସ୍ଥାନରେ ଚାଲିଛି ପ୍ରଭୂ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା । କୋଭିଡ କଟକଣା ଯୋଗୁଁ ଆଜି ଅନେକ ମଠ ମନ୍ଦିର ଜନଶୂନ୍ୟ ଦେଖିବାକୁ ମିଳିଛି କ୍ଷ ମୟୁରଭଞ୍ଜ ଜିଲ୍ଲା ଉଦଳା ଗୌଡ଼ୀୟ ମଠରେ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଯଥାରୀତି ଅନୁଯାୟୀ ପାଳିତ ହୋଇଛି କ୍ଷ ତେବେ ଭକ୍ତ ମାନେ କୋଭିଡ ନିୟମକୁ ମାନି ମୁଁହରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି କ୍ଷ ତେବେ ଏ ବର୍ଷ କୋଭିଡ କଟକଣା ଯୋଗୁଁ ସମସ୍ତ ନିୟମକୁ ମାନି ପୂଜାର୍ଚ୍ଚନା ଚାଲିଥିବା ଉଦଳା ଗୌଡ଼ୀୟ ମଠର ମୁଖ୍ୟ ଆଚାର୍ୟ୍ୟ ପ୍ରକାଶ କରିଛନ୍ତି କ୍ଷ

Related posts

ବବିଙ୍କ ଚେର କାଟିବାକୁ ସ୍ୱରୂପ ମୋହରା

mahabharatanews

ବନକଲାଗି ନୀତି : ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews

ଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନ

mahabharatanews