ଓଡିଶା

ମନେପଡନ୍ତି ଉତ୍କଳମଣୀ

ଗୋପ/ ଜୟନ୍ତ ସେଠୀ :ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ସୁଆଣ୍ଡୋ ସ୍ଥିତ ଜନ୍ମ ମାଟିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗୋପବନ୍ଧୁ ଙ୍କ ତ୍ୟାଗ କୁ ମନେ ପକାଇଛନ୍ତି ବିଭିନ୍ନ ବର୍ଗର ଲୋକେ । ଏହି କାର୍ୟ୍ୟକ୍ରମ ରେ ଅନେକ ସମାଜସେବୀ , ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ସାମିଲ ହୋଇଥିଲେ ।ଗୋପବନ୍ଧୁଙ୍କ ତ୍ୟା୍ଗ ଓ ବଳିଦାନ ତାଙ୍କର ନିଷ୍ଠା ଓ ସେବା ନିମନ୍ତେ ଉତ୍କଳମଣି ଉତ୍କଳବାସୀଙ୍କ ପାଇଁ ସ୍ମରଣୀୟ ରହିବେ ବୋଲି ମତବ୍ୟକ୍ତ କରିଛନ୍ତି ପରିବାର ଓ ବୁଦ୍ଧିଜୀବୀ।

Related posts

ହୀରାକୁଦର ୧୪ଟି ଗେଟ ଖୋଲା, ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା 

mahabharatanews

ବଜ୍ରାଘାତରେ ଚାଲିଗଲା ୩ ଜୀବନ

mahabharatanews

ରାମଚଣ୍ଡୀ ନିକଟରୁ ଯୁବତୀଙ୍କ ଗଳିତ ନଗ୍ନ ମୃତଦେହ ଉଦ୍ଧାର

mahabharatanews