ଓଡିଶା

୬ଦିନ ପରେ ପୁରୀରୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

(ଭୁବନେଶ୍ୱର) : ପରିବର୍ତ୍ତନ ହେଲା ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ତାରିଖ । ଆସନ୍ତା ଚଳିତ ମାସ ୧୮ରେ  ପୁରୀ ରୁ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ୍ ର ଶୁଭାରମ୍ଭ ହେବ । ପୂର୍ବରୁ ଏହା ମେ ୧୫ରେ ହେବ ବୋଲି ଘୋଷଣା ହୋଇଥିଲା  ।

ସୂଚନାନୁଯାୟୀ , ପୂର୍ବତନ ରେଳବାଇ ପକ୍ଷରି ଜାରି ହୋଇଥିବା ସୂଚନାରେ ଏହା ମେ 18 ମଧ୍ୟାହ୍ନ 12 ଟାରେ ରେ ଶୁଭାରମ୍ଭ ହେବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର ସୂଚନା ଥିଲା ।

Related posts

ଗୃହ ୪ଟା ଯାଏଁ ମୁଲତବୀ

mahabharatanews

ଗ୍ରୀଷ୍ମ ପ୍ରବାହ:  ବୌଦ୍ଧ ସହରରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୪.୩ ରେକର୍ଡ

mahabharatanews

ପାଟଣା ବ୍ଲକରେ ଏଥର ଶୁଭୁନି କାଉଡିଆଙ୍କ ବୋଲବମ ସ୍ୱର

mahabharatanews