ଓଡିଶା

୬ଦିନ ପରେ ପୁରୀରୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

(ଭୁବନେଶ୍ୱର) : ପରିବର୍ତ୍ତନ ହେଲା ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ତାରିଖ । ଆସନ୍ତା ଚଳିତ ମାସ ୧୮ରେ  ପୁରୀ ରୁ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ୍ ର ଶୁଭାରମ୍ଭ ହେବ । ପୂର୍ବରୁ ଏହା ମେ ୧୫ରେ ହେବ ବୋଲି ଘୋଷଣା ହୋଇଥିଲା  ।

ସୂଚନାନୁଯାୟୀ , ପୂର୍ବତନ ରେଳବାଇ ପକ୍ଷରି ଜାରି ହୋଇଥିବା ସୂଚନାରେ ଏହା ମେ 18 ମଧ୍ୟାହ୍ନ 12 ଟାରେ ରେ ଶୁଭାରମ୍ଭ ହେବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର ସୂଚନା ଥିଲା ।

Related posts

୫-ଟି ସ୍କୁଲ ରୂପାନ୍ତରଣ

mahabharatanews

ବାହାନଗା ରେଳ ଦୁର୍ଘଟଣା : ୫ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ 

mahabharatanews

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଅବହେଳା

mahabharatanews