ଓଡିଶା

ଆଜି ପଶ୍ଚିମବଙ୍ଗରେ ଭୋଟ ଗଣତି

(ପଶ୍ଚିମବଙ୍ଗ) : ଆଜି ବାହାରିବ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ଭୋଟିଂ ସମୟରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ତ ଘଟିଥିବା କାରଣରୁ ଗଣାନା ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି

ସୂଚନାନୁଯାୟୀ ,ଚଳିତ ମାସ ତାରିଖରେ ପଶ୍ଚିମବଙ୍ଗରେ ୭୪ ହଜାର ପଞ୍ଚୟତ ପାଇଁ ମତଦାନ ହୋଇଥିଲା ଗତ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ତ ଘଟିଥିଲା ନିର୍ବାଚନୀ ହିଂସାକାଣ୍ତରେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ଘଟିଥିଲା ଶନିବାର ଦିନ ପଶ୍ଚିମବଙ୍ଗରେ ଅନୁଷ୍ଠିତ ମତଦାନରେ ବ୍ୟାପକ ହିଂସାକାଣ୍ତ ପରେ ସୋମବାର ଦିନ ପୁଣି ସାନି ନିର୍ବାଚନ ହୋଇଥିଲା ପଶ୍ଚିମବଙ୍ଗର ୬୦୪ଟି ବୁଥରେ ପୁଣି ଭୋଟ ଦେଇଥିଲେ ଜନତା

Related posts

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

mahabharatanews

ଟ୍ରାନ୍ସଫର୍ମର ପୋଡି ୪ ଗୁରୁତର

mahabharatanews

ଆସନ୍ତୁ ଜାଣିବା ଦୀପାବଳି ସୂର୍ଯ୍ୟପରାଗ ଦିନ କଣ କରିବେ

mahabharatanews