ଓଡିଶା

ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

(ଭଦ୍ରକ) : କୂଳ ଯେତିକି ଲଂଘୁଛି ଲୋକଙ୍କୁ କୁମ୍ଭୀର ଭୟ ସେତିକି ଘାରୁଛି  । ଦଶ ଦିନ ତଳେ ଏହି ସୁରକ୍ଷା ବନ୍ଧରେ ପଥ ପ୍ୟାକିଂ ହୋଇଥିଲା । ହେଲେ ଏବେ ସେହି ବନ୍ଧରୁ ଶହେରୁ ଫୁଟର ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଭୟରେ ନଦୀକୂଳିଆ ବାସୀ ଅଛନ୍ତି ।

ସୂଚନାନୁଯାୟୀ , ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚରଦିଆ ପଞ୍ଚାୟତ କନକପଲ୍ଲୀ ନିକଟରେ ଥିବା ମନ୍ତେଇ ନଦୀର ପ୍ରାୟ ୧୦୦ ଫୁଟ ବନ୍ଧ ଧସିଛି । ଚଉଦିଆ ପଞ୍ଚାୟତ ଭାଗ୍ୟ ଓ ଭବିଷ୍ୟତ କୁହାଯାଉଥିବା କନକପଲ୍ଲୀ ସ୍ଥିତ ମନ୍ତେଇ ନଦୀର ସୁରକ୍ଷା ବନ୍ଧ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଯାହାକୁ ନେଇ ଭୟରେ ନଦୀକୂଳିଆ ବାସୀ । ଲୋକଙ୍କୁ ଘାରିଛି କୁମ୍ଭାରୀ ଭୟ । ଯଦି ନଦୀ ବନ୍ଧ ଭାଙ୍ଗିଯାଏ, ତେବେ ମନ୍ତେଇ ନଦୀରେ ଥିବା କୁମ୍ଭୀର ଜନବସତି ମୁହାଁ ହେବେ ।

Related posts

ମହାପ୍ରଭୁଙ୍କ ନିକଟରେ ସମୁହ ଦୀପ ଦାନ

mahabharatanews

ଇନ୍ଦ୍ରାବତୀ ନଦୀରେ ବୁଡ଼ି ମହିଳା ନିଖୋଜ,୨୪ ଘଣ୍ଟା ପରେ ଶବ ଉଦ୍ଧାର

mahabharatanews

ଗଜପତି ରୁ ମହାରାଷ୍ଟ୍ର ଗଂଜେଇ ଚୋରା ଚାଲାଣ, ଦୁଇ ଗିରଫ

mahabharatanews