ଓଡିଶା

ବିନା ସିସିଟିଭି କ୍ୟାମେରାରେ ବାତିଲ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ମେ ୧୮ରୁ ଜୁନ ୧୨ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଇନଷ୍ଟଲେସନକୁ ବାଧ୍ୟତାମୂଳକ କରିଛନ୍ତି ଗଣଶିକ୍ଷା ବିଭାଗ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ନ ଲଗାଗଲେ ପରୀକ୍ଷା କେନ୍ଦ୍ର ବାତିଲ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷତ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ରରେ ସିସିଟିଭି ଲାଗି ନ ଥିଲେ ପରୀକ୍ଷା କରାଯିବ ନାହିଁ ବୋଲି ସିଏଚଏସଇ ସ୍ପଷ୍ଟ କରିଛନ୍ତି ।
ତେବେ ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଏଥିସହ ସେହି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କୁ ପରୀକ୍ଷା ନିୟନ୍ତ୍ରକ ଚିଠିରେ ଉଲ୍ଲେଖ କରିଛନ୍ତି ।

Related posts

ଆସନ୍ତା କାଲି ଚନ୍ଦ୍ରଗ୍ରହଣରେ ଏହି ରାଶି ରୁହନ୍ତୁ ସାବଧାନ ।

mahabharatanews

ଝୁଲନ୍ତା ଅବସ୍ତାରେ ଉଦ୍ଧାର ହେଲା ଏପିଆର କନେଷ୍ଟବଳଙ୍କ ମୃତ ଦେହ

mahabharatanews

ଦୁର୍ଘଟଣାରେ ଚାଲିଗଲା ପୁଲିସ ହାବିଲଦାରଙ୍କ ଜୀବନ

mahabharatanews