ଅପରାଧଓଡିଶା

ଭିଜିଲାନ୍ସ ପଞ୍ଝାରେ ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ

କଳାହାଣ୍ଡି: ଭିଜିଲାନ୍ସ ପଞ୍ଝାରେ ବନବିଭାଗର ଫରେଷ୍ଟର। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ସୂଚାନୁସାରେ , ଫରେଷ୍ଟର ନାମ ଯୋଗେନ୍ଦ୍ର ମାଝୀ । ରାତି ଅଧରେ ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିଲେ ଫରେଷ୍ଟର ଯୋଗେନ୍ଦ୍ର । ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ଯୋଗୁ ଭିଜିଲାନ୍ସ ଅଫିସ ଏହା ଉପରେ ତଦନ୍ତ କରୁଥିଲା ।

ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ୍‌ ଖବରପାଇ ଏକାକାଳୀନ ଚଢ଼ାଉ କରିଥିଲା । ଯୋଗେନ୍ଦ୍ର ଏତେ ଟଙ୍କା କେଉଁଠି ଆଣିଲେ, କ’ଣ ପାଇଁ ଏତେ ଟଙ୍କା ନେଇ ଘରକୁ ଯାଉଥିଲେ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି। ତେବେ ତଦନ୍ତ ଜାରି ରହିଛି ।

Related posts

ଶୀତ ଅଧିବେଶନ ଡିସେମ୍ବର ୩୧ରେ ବସିବା ସମ୍ଭାବନା

mahabharatanews

ଆଖି ବୁଜିଲେ ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନ 

mahabharatanews

SHG ଶଶକ୍ତି କରଣ ଜୀବିକା ପ୍ରୋସାହନ ନିମନ୍ତେ ହାତ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରାଂଶର ବିତରଣ

mahabharatanews