ଓଡିଶା

ପାଳିତ ହୋଇଯାଇଛି ସଡକ ସୁରକ୍ଷା ଜନିତ ଶୂନ ମୃତାହତ ପକ୍ଷ

ସଡ଼କ ସୁରକ୍ଷା ଜନିତ ଶୂନ ମୃତାହତ ପକ୍ଷ ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି। ପ୍ରତିଟି ଜୀବନ ମୂଲ୍ୟବାନ ଆମେ ସଭିଏଁ ହେବା ଯତ୍ନବାନ ଏପରି ବିଭିନ୍ନ ନାରା ଦେଇ ଆଜି ନବରଙ୍ଗପୁର ଜିଲ୍ଲାପାଳ କାର୍ୟ୍ୟାଳୟରୁ ଏକ ସଚେତନତା ରାଲି ବାହାରି ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ପହଞ୍ଚିଥିଲା। ଜିଲ୍ଲାରେ କିପରି ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିବ ତାକୁ ନେଇ ସଚେତନତା କରାଯାଉଛି ଏବଂ ଅମାନିଆ ଗାଡ଼ି ଚାଳକମାନେ ସଡ଼କ ପରିବହନ ନିୟମକୁ ନ ମାନି ବେପରୁଆ ଗାଡ଼ି ଚଳେଇଲେ ତାଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ସଡ଼କ ପରିବହନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

Related posts

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତ

mahabharatanews

ଓଡିଶା ଆସିବେ ଆସିଆନର ଏକ ପ୍ରତିନିଧି ଦଳ

mahabharatanews

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଭାଇଙ୍କର ଦେହାନ୍ତ…

mahabharatanews