Uncategorized

ଏକକାଳୀନ ୬ ଶିଶୁ ପ୍ରସବ

ଭୋପାଲ:  ଶନିବାର ଦିନ ଜଣେ ମହିଳା ଏକକାଳୀନ ୬ଟି ଶିଶୁ ଜନ୍ମ ଦେଇଛନ୍ତି, ଯାହା ଏକ ବିରଳରୁ ବିରଳତମ ଘଟଣା । ଆଜି ସକାଳେ ମଧ୍ୟପ୍ରଦେଶର ସୈପୁର ଜିଲ୍ଲାର ଜିଲ୍ଲା ହସ୍ପିଟାଲରେ ଏହି ବିରଳ ଘଟଣା ଘଟିଛି । ତେବେ ୬ ଜଣ ନବଜାତକଙ୍କ ମଧ୍ୟରୁ ୨ ନବଜାତକ ମୃତ ଜନ୍ମ ହୋଇଛନ୍ତି । ଅନ୍ୟ ୪ ଜଣଙ୍କୁ ନବଜ।।ତକ ଯତ୍ନ କେନ୍ଦ୍ରରେ ରଖାଯାଇ ନିରୀକ୍ଷଣ କରାଯାଉଛି ଓ ମା’ଙ୍କ ସ୍ଥିତି ସ୍ଥିର ରହିଛି ।

Related posts

ସ୍ୱାଧୀନତା ଦିବସରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

mahabharatanews

ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews

ଏଠାରେ ଚାଲୁଚାଲୁ ଶୋଇପଡ଼ନ୍ତି ଲୋକେ

mahabharatanews