Uncategorized

ଗୁରୁବାର କୁଆଁରୀ କନ୍ୟାକୁ ହଳଦିଆ ବସ୍ତ୍ରରେ ଦେଖିଲେ ଧନପ୍ରାପ୍ତି ସୁନିଶ୍ଚିତ

(ମହାଭାରତ): ହିନ୍ଦୁ ଧର୍ମରେ ‘ସଙ୍କେତ’ ସହ ଜଡିତ ଅନେକ ମାନ୍ୟତା ରହିଛି, ଯାହା ଅନୁସାରେ ଭବିଷ୍ୟତରେ ହେବାକୁ ଥିବା ଘଟଣାର ସୂଚନା ମିଳିଥାଏ । ଆଜି ଆମେ ଆପଣଙ୍କୁ ମା’ଲକ୍ଷ୍ମୀଙ୍କ ଆଗମନ ସହ ଜଡିତ ୧୦ଟି ଗପ୍ତ ସଙ୍କେତ ବିଷୟରେ କହିବୁ । ଆସନ୍ତୁ ଜାଣିବା ।

୧- ସକାଳୁ ଉଠୁ ଉଠୁ ଯଦି କେହି ଭିକାରୀ ଘରର ଦୁଆରକୁ ଭିକ୍ଷା ମାଗିବାକୁ ଆସେ, ତା’ହେଲେ ଭାବିନେବେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ଉଦ୍ଧାରର ରାଣି ଆପଣଙ୍କ ପାଖକୁ ଫେରିଆସିବ । ନମାଗି ବି ଆପଣ ଏହାକୁ ପାଇଯିବେ । ତେଣୁ କଦାପି ନିଜ ଦ୍ୱାରରୁ ଖାଲି ହାତରେ ଭିକାରୀକୁ ଫେରାଇବେ ନାହିଁ ।
୨- ଯଦି କେହି ସ୍ୱପ୍ନରେ ନିଜକୁ କଚ୍ଛା ପିନ୍ଧି କପଡାରେ ବଟନ ଲଗାଉଥିବାର ଦେଖେ, ତା’ହେଲେ ତାଙ୍କୁ ଧନ ସାଙ୍ଗକୁ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ ।
୩- ଶୁକ୍ରବାର କପିଳା ଗାଈକୁ ଦେଖିଲେ ଶୁଭ ହୋଇଥାଏ । ଏଥିରେ ଆପଣଙ୍କୁ ଅଚାନକ ଧନପ୍ରାପ୍ତି ଯୋଗ ରହିଥାଏ ।
୪- ଯଦି କୌଣସି କୁକୁର ନିଜ ମୁଣ୍ଡକୁ ବାରମ୍ବାର ମାଟି ଉପରେ ରଗଡେ,ତା’ହେଲେ ସେହି ସ୍ଥାନରେ ମୋଟା ଧନ ଥିବାର ସମ୍ଭାବନା ରହିଥାଏ ।
୫- ଯଦି କେହି ଯାତ୍ରୀ ଘରକୁ ଫେରୁଛି ଏବଂ ଗଧ ତାଙ୍କୁ ବାମପାଶ୍ୱର୍ରେ ଅଟକାଉଛି,ତା’ହେଲେ ଅଳ୍ପ ସମୟରେ ପରେ ଧନ ଲାଭର ସମ୍ଭାବନା ଥାଏ ।
୬- ଯଦି କେହି ବ୍ୟକ୍ତି କୌଣସି ଗାଁ, ନଗର ଅଥବା ଘରକୁ ପ୍ରବେଶ କରିବା ସମୟର ଘୁଷୁରୀ ତାଙ୍କ ଡାହାଣ ପାଶ୍ୱର୍ରେ ଦେଖାଯାଏ, ତା’ହେଲେ ଲାଭ ମିଳିଥାଏ ।
୭- ସ୍ୱପ୍ନରେର ଯାହାର ଡାହାଣ ହାତକୁ ଧଳା ରଙ୍ଗର ସାପ କାମୁଡିଦିଏ, ତା’ହେଲେ ବହୁତ ଧନ ପ୍ରାପ୍ତି ହୋଇଥାଏ ।
୮- ବ୍ୟାଙ୍କରେ ପଇସା ଜମା କରିବାକୁ ଯିବା ବାଟରେ ଯଦି ଗାଈ ଆସିଯାଏ,ତା’ହେଲେ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ତ କାମ ପୂରଣ ହୋଇଥାଏ ।

Related posts

ରାପିଡ ରେସ୍ପନ୍ସ ମୋବାଇଲ ଲାବେରୋଟୋରୀ ଶୁଭାରମ୍ଭ

mahabharatanews

ବଦଳିଲା ଏମଏନଏସ ପତାକା

mahabharatanews

ମହାରାଷ୍ଟ୍ରରେ ଲାଗୁ ହେବନି ଏନଆରସି: ଉଦ୍ଧବ ଠାକରେ

mahabharatanews

Leave a Comment