ଓଡିଶା

ପୋଲିସ ଡ଼ିଜିଙ୍କ ଜଗନ୍ନାଥ ଦର୍ଶନ

ମହାଭାରତ, ଗୋପ: ପାଲିସ ଡ଼ିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟ ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅ।ଜି ପୁରୀ ଗସ୍ତରେ ଅ।ସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅ।ଶୀର୍ବାଦ ନେଇଛନ୍ତ ଅଭୟ । ଡ଼ିଜି ପଦବୀ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ପୁରୀ ଅ।ସି ଅଭୟ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିଛନ୍ତି । ସକାଳ ୭ ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପୋଲିସ ଡ଼ିଜି ପହଂଚିବା ପରେ ପୁରୀ ଏସପି ଉମା ଶଙ୍କର ଦାସ ତାଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ନୂତନ ଡ଼ିଜି ଅଭୟ ମହାପ୍ରଭୁଙ୍କ ଦର୍ଶନ ସମେତ ଶ୍ରୀମନ୍ଦିର ଅନ୍ୟ ଦେବା ଦେବୀଙ୍କ ଦର୍ଶନ କରିଥିଲେ ।

Related posts

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

mahabharatanews

କଲେଜରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅଶାନ୍ତି

mahabharatanews

ପୁରୀରେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

mahabharatanews