ଓଡିଶା

ଭାଲୁ ଆକ୍ରମଣରେ ୩ ଆହତ

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଗାଁରେ ମଙ୍ଗଳବାର ସକାଳେ ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳେ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ତିନି ଜଣ ଭାଲୁ ହାବୁଡରେ ପଡିଯାଇଥିଲେ । ଆହତମାନେ ଏହି ଗାଁର ବାସିନ୍ଦା ବୋଲି ଜଣାଯାଇଛି ।

Related posts

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews

ସରୋଜିନୀ ଏକାଡେମୀର ୩ୟ ବାର୍ଷିକ ଉତ୍ସବ

mahabharatanews

ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଯୋଗଦେବା ପରେ ଚଳଚଞ୍ଚଳ ହୋଇଛି ସମସ୍ତ ସରକାରୀ କାର୍ଯ୍ୟାଳୟ…

mahabharatanews