ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ସେତୁ ନିକଟସ୍ଥ ହିକୁଡି ଗ୍ରାମରେ ନବବର୍ଷ ଉପଲକ୍ଷେ ବାଲିଯାତ୍ରା ପାଳିତ ହୋଇଯାଇଛି । ଏହି ବାଲିଯାତ୍ରାରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାର ରାମଜୀ ମଠରୁ ଅ ।ସିଥିବା ମହନ୍ତ ବଂଶୀଧର ଦାସ ଯୋଗ ଦେଇଥିଲେ । ଏଥିରେ ଅ ।ଖପାଖ ଅଞ୍ଚଳର ବହୁତ ଗୁରୁ ଶିଷ୍ୟମାନଙ୍କ ସମାଗମ ହୋଇଥିଲା । ସେଠାରେ ରାଧାକୃଷ୍ଣ, କାଳିଅ । ଠାକୁରଙ୍କ ପବଚନ କରାଯାଇଥିଲା । ଦୂର ଦୂରାନ୍ତରୁ ଅ ।ସିଥିବା ଗୁରୁ ଶିଷ୍ୟ ମାନଙ୍କର ଖାଇବା ପାଇଁ ଭୋଗ ମଧ୍ୟ କରାଯାଇଥିଲା । ବିଭିନ୍ନ ପ୍ରକାର ଦୋକାନ ବଜାର ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ନବବର୍ଷରେ ହିକୁଡି ଗ୍ରାମରେ ଏହି ବାଲିଯାତ୍ରା କରାଯାଏ । ଶାନ୍ତି ଶଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ସହାୟତା ମଧ୍ୟ କରାଯାଇଥିଲା ।
previous post