ଓଡିଶା

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ମହାଭାରତ, ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବନବିଭାଗ ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ସହଯୋଗରେ ଉଲୁଣ୍ଡା ବ୍ଳକ ସୁଲିଆ ଅଂଚଳରେ ଏକ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଜିଲ୍ଲାର ଉପାନ୍ତରେ ରହୁଥିବା ଆସିବାସୀଙ୍କ ମାଗଣାରେ ଚକ୍ଷୁ ପରୀକ୍ଷଣ, ଅସ୍ତ୍ରୋପଚାର ଏବଂ ଚଷମା ଆଦି ଯୋଗାଇଦେବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଶିବିରରେ ମୋଟ ୧୧୮ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୯ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୧୭ଜଣଙ୍କୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ନିଆଯାଇଛି ।

Related posts

ରାଜ୍ୟରେ ଆଉ ୨୨୪୪ ସଂକ୍ରମିତ ଚିହ୍ନଟ

mahabharatanews

ଆଜି ବି ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଗଣତି ଓ ମଣତି କାର୍ଯ୍ୟ ଜାରୀ ରହିଛି

mahabharatanews

ପାଳିତ ହୋଇଛି ମର୍ଜ୍ୟାଦା ପୁରୁଷଙ୍କ ଜୟନ୍ତୀ

mahabharatanews