ଓଡିଶା

ରେକୁଳାରେ ମଙ୍ଗଳା ମନ୍ଦିର ନିର୍ମାଣ ପାଇଁ ଶିଳା ସ୍ଥାପନ

(ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା ଠାରେ ମା ମଙ୍ଗଳା ମନ୍ଦିର ର୍ନିମାଣ ପାଈଁ ଗତ ବୁଧବାର ଶିଳା ସ୍ଥାପନ ହୋଇଯାଇଛି । ଗାଁର ଆରାଧ୍ୟ ଦେବତା ମା ମଙ୍ଗଳାଙ୍କର ନୂତନ ମନ୍ଦିର ର୍ନିମାଣ ପାଇଁ ପୂଜା କରାଯାଇଛି । ପୂଜକ ପଣ୍ଡିତ ଅମରେନ୍ଦ୍ର ରଥଶର୍ମା, ପଣ୍ଡିତ ସରୋଜ ଶତପଥୀ, ପଣ୍ଡିତ ବ୍ରଜବଂଧୁ ତ୍ରିପାଠୀ, ପଣ୍ଡିତ ଗୌରାଙ୍ଗ ଚରଣ ମିଶ୍ର ପ୍ରମୁଖ ବିଭିନ୍ନ ରୀତିନୀତିରେ ପୂଜା କରି ଶିଳା ସ୍ଥାପନ କରିଥିଲେ । ଗାଁ ରାହ ସବିହାରି ପାତ୍ର କର୍ତ୍ତା ଭାବେ ପୂଜାରେ ବସିଥିଲେ । ଗାଁ କମିଟି ସଭାପତି ସତ୍ୟାନନ୍ଦ ସାହୁ, ଉପ ସଭାପତି ହଟକିଶୋର ବେହେରା, ସାଧୁଚରଣ ବେହେରା,ବାବାଜୀ ବେହେର,ରେକୁଳା ବୈଦ୍ୟରାଜ ସର୍ବେଶ୍ୱର ପାତ୍ର, ରମେଶ ଚନ୍ଦ୍ର ପାତ୍ର, ପ୍ରସନ୍ନ ଦେହୁରୀ, ଜଗବନ୍ଧୁ ବେହେରା,କେଶବ ବେହେରା,ମାନସ ବେହେରା,ତୀର୍ଥବାସୀ ବେହେରା,ଚୈତନ୍ୟ ବେହେରା, ବଦ୍ରୀ ନାରାୟଣ ପାତ୍ର, ଶ୍ରୀଧର ବେହେରା ଙ୍କ ସମେତ ଗାଁର ସମସ୍ତ ଲୋକମାନେ ସହଯୋଗ କରିଥିଲେ ।

Related posts

ସ୍ୱାମୀଙ୍କ ପଥର ଯାତ୍ରୀ ହେଲେ ବିନୋଦିନୀ

mahabharatanews

ମେକ୍ ଇନ୍ ଓଡିଶା କନକ୍ଲେଭ,ଭୁବନେଶ୍ୱର ଅକାଶରେ ଏକା ସାଙ୍ଗରେ ଉଡିଲା ୬ ଡ୍ରୋନ

mahabharatanews

ମନରେଗାରେ ୨୦୦ଦିନର କର୍ମନିଯୁକ୍ତି ଦାବି କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର

mahabharatanews