Uncategorized

ସବୁ ସମସ୍ୟାରୁ ମୁକ୍ତି ଦିଏ ଗଙ୍ଗାଜଳ

(ମହାଭାରତ): ଭାରତୀୟ ସଂସ୍କୃତିରେ ଗଙ୍ଗା ନଦୀକୁ ପୂଜନୀୟ ବୋଲି କୁହାଯାଏ । ଏହି କାରଣରୁ ଗଙ୍ଗାଜଳରେ ସ୍ନାନ କଲେ ଆପଣଙ୍କ ସମସ୍ତ ପାପ କ୍ଷୟ ହୋଇଥାଏ । ତେବେ ଆପଣ ଜାଣନ୍ତି କି? ଗଙ୍ଗାଜଳରେ ମଧ୍ୟ କେତେକ ଜ୍ୟୋତିଷ ଉପାୟକୁ ସମ୍ପନ୍ନ କରାଯାଇଥାଏ । ଏହା ସାହାଯ୍ୟରେ ଜୀବନର ଅନେକ ସମସ୍ୟାକୁ ଦୂର କରାଯାଇପାରେ । ଆଜି ଆମେ ଆପଣଙ୍କୁ ଗଙ୍ଗାଜଳ ସହ ଜଡିତ କିଛି ଉପାୟ କହିବୁ, ଯଦ୍ଦ୍ୱାର ବିପଦକ୍ୁ ଟାଳିହେବ ।
୧- ବାସ୍ତୁଶାସ୍ତ୍ର ଅନୁସାରେ, ଗଙ୍ଗାଜଳକୁ ଭଗବାନ ଶିବଙ୍କ ଶିରୀରେ ପ୍ରତିଦିନ ଲାଗି କରିବା ଦ୍ୱାରା ଧନପ୍ରାପ୍ତି ଯୋଗ ବଢିଥାଏ । ଏହାସହିତ ପଇସାର ଅଭାବ ମଧ୍ୟ ଦୂର ହୋଇଯାଏ ।
୨- ବାସ୍ତୁଦୋଷ ଥିଲେ, ଘରେ ପ୍ରତିଦିନ ଗଙ୍ଗାଜଳ ସିଞ୍ଚନ କରନ୍ତୁ ।
୩- କରଜରୁ ମୁକ୍ତି ପାଇବା ପାଇଁ ଗଙ୍ଗାଜଳ ବହୁତ ଉପଯୋଗୀ ହୋଇଥାଏ । ଗୋଟିଏ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଭର୍ତ୍ତି କରି ଏହାକୁ ନିଜ କଠୋରୀର ଉତ୍ତର ଦିଗରେ ରଖନ୍ତୁ ।
୪- ଘରର ସୁଖ,ସମୃଦ୍ଧ ପାଇଁ ସର୍ବଦା ଘରେ ଗଙ୍ଗାଜଳ ଭରିକି ରଖନ୍ତୁ ।
୫- ରୋଗରୁ ମୁକ୍ତି ପାଇବା ପାଇଁ ଗଙ୍ଗାଜଳ ବ୍ୟବହାର କଲେ, କୌଣସି ପ୍ରକାର ରୋଗ ଶରୀରରେ ପ୍ରବେଶ କରିପାରିନଥାଏ ।

Related posts

ସୁସ୍ଥ ହୋଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

mahabharatanews

୭ମ ଦିନରେ ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

mahabharatanews

ଇରାନର ଶବାଗାର ଶବରେ ପୂର୍ଣ୍ଣ

mahabharatanews