ଓଡିଶା

ଅକାଳରେ କାନ୍ଥ ପଡ଼ି ଚାଲିଗଲା ଦୁଇ ଗୋରୁଙ୍କ ଜୀବନ

(ଜଳେଶ୍ବର/ ଅଜିତ ସାହୁ ) : ବଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପୁଟ୍ରା ପଂଚାୟତ ତେନ୍ତୁଳିଆ ଗ୍ରାମରେ ଘଟିଛି ଏକ ଅଘଟଣ। ସୂଚନା ଅନୁଯାୟୀ ମୃତଞ୍ଜୟ ଜେନାଙ୍କ ଗୋହାଳ ଘର ଅମ୍ଫାନ ବାତ୍ୟା ଓ ଲଗାଣ ବର୍ଷା ପାଇଁ ବିପଦ ସଂକୁଳ ଅଵସ୍ଥାରେ ରହିଥିଲା। ଗତ କାଲି ସନ୍ଧ୍ୟା ସମୟରେ ଅଚାନକ କାଁଥ ଭୁଶୁଡି ଯିବାରୁ ଗୋଟିଏ ଗାଈ ସମେତ ବାଛୁରୀ ର ମୃତ ଘଟିଛି, ଏବଂ ଅନ୍ୟ ଗୋଟିଏ ଗାଈ ଗୁରୁତର ଆହତ ହୋଇଛି। ଖବର ପାଇ ବସ୍ତା ଗୋଷ୍ଠୀ ପ୍ରାଣୀ ଚିକିସ୍ତା ଅଧିକାରୀ ଡ଼ା-ଅଜୟ କୁମାର ବେହେରା, ପଶୁ ସଂପଦ ନିରକ୍ଷକ ଅଧିକାରୀ ପ୍ରଫୁଲ କୁମାର ମହାନ୍ତି,ସ୍ଥାନୀୟ ଆର ଆଇ, ପୁଟ୍ରା ପଂଚାୟତ ର ସରପଞ୍ଚ ପ୍ରତିନିଧି ଭଜ ହରି ପରିଡା , ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

Related posts

ଓଡିଶାକୁ ନାହିଁ ବାତ୍ୟାର ଭୟ !

mahabharatanews

ଜିଏସଟି କମିଶନରଙ୍କ ଘରୁ ଠାବ ହେଲା ୧୧ଟି ପ୍ଲଟ ଓ ୬ ଦାମୀ ଗାଡି

mahabharatanews

ଉପଭୋକ୍ତାଙ୍କ ନିଦ ହଜାଇଛି ଟାଟା ପାୱାର୍

mahabharatanews