ଓଡିଶା

ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

(ମହାଭାରତ,ଢେଙ୍କାନାଳ): ଢେଙ୍କାନାଳ ସହର ସ୍ଥିତ ଦକ୍ଷିଣକାଳୀ ମନ୍ଦିର ସାମ୍ନାରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି । ସୋମବାର ସକାଳେ ମୃତଦେହଟି ଏକ ନାଳ କଡରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହ କେଉଁ ପରିସ୍ଥିତିରେ, କିଭଳି ବୃଦ୍ଧଙ୍କ ମୃତ୍ୟୁ ଘଟିଲା ଓ ତାଙ୍କର ପ୍ରକୃତ ପରିଚୟ ଏଯାଏ ମିଳି ନଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Related posts

ଖୋର୍ଦ୍ଧାରେ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

mahabharatanews

ସମୀର ଏବଂ ଅରୁନ୍ଧତୀଙ୍କୁ ନୂଆ ଦାୟିତ୍ୱ 

mahabharatanews

ଆସୁଛି ବର୍ଷା

mahabharatanews