ଓଡିଶା

ଆସୁଛି ବର୍ଷା

(ଭୁବନେଶ୍ୱର) : ରାଜ୍ୟରେ କାଳବୈଶାଖୀ ବର୍ଷା ଏ ପ୍ରଚଣ୍ଡ ତାତି ରୁ ରକ୍ଷା ଦେଇଛି । ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ କୋହଲା ରହିବା ସହ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ଅନୁଗୁଳ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି।

ସୂଚନାନୁଯାୟୀ , ଶନିବାର ସକାଳ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ। ତେବେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଯାଜପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ଜିଲ୍ଲାରେ କାଳବୈଶାଖୀ ହେବାକୁ ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।

Related posts

ପାଠ ପଢିବା ପାଇଁ ବାଧକ୍ୟ ସାଜୁଛି ଆର୍ଥିକ ପରିସ୍ଥିତି

mahabharatanews

ବୟସ ବଢିବା ସହ ବଢୁଛି ପୁଅର ଯନ୍ତ୍ରଣା, ସରକାରୀ ସହାୟତା ପାଇଁ ମା ବାପାଙ୍କ ଗୁହାରୀ

mahabharatanews

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews