Uncategorized

ଏହି ନାମର ବ୍ୟକ୍ତିଙ୍କୁ ମିଳି ନଥାଏ ପ୍ରକୃତ ପ୍ରେମ

(ମହାଭାରତ): ପ୍ରାୟତଃ ଦେଖାଯାଏ ନିଜର ସ୍ୱଭାବ ଯୋଗୁଁ ପ୍ରକୃତ ପ୍ରେମକୁ ହରାଇବସିଥାଉ । ଯାହାକି ପୂରା ଜୀବନକୁ ପ୍ରଭାବିତକରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତି ତାଙ୍କର ପ୍ରକୃତ ପ୍ରେମକୁ ହାରାଇବସିଥାନ୍ତି । ଏହି ତିନି ଅକ୍ଷରରୁ ନାଁ ଆରମ୍ଭ ହେଉଁଥିବା ବ୍ୟକ୍ତିଙ୍କୁ ମିଳି ନଥାଏ ପ୍ରକୃତ ପ୍ରେମ । ଜାଣନ୍ତୁ ଏହି ଅକ୍ଷର ବିଷୟରେ ।
‘ଏ’ଅକ୍ଷରରେ ଥିବା ବ୍ୟକ୍ତି : ଏ ଅକ୍ଷରରେ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ବହୁତ ଚତୁର ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ ଜୀବନରେ ଅନେକ ସଫଳତା ମିଳିଥାଏ । କିନ୍ତୁ ଲୋକମାନେ ଏହି ବ୍ୟକ୍ତିଙ୍କୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରିଥାନ୍ତି । କାମ ସରିଗଲା ପରେ ସହଜରେ ଧୋକା ଦେଇ ଦିଅନ୍ତି ।
‘ପି’ ଅକ୍ଷରରେ ଥିବା ବ୍ୟକ୍ତି: ଏହି ଅକ୍ଷରର ବ୍ୟକ୍ତି ମାନେ ସରଳ ହୋଇଥାନ୍ତି । ଯାହାର ଫାଇଦା ଲୋକ ମାନେ ଉଠାନ୍ତି ଏବଂ ପରେ ସେମାନଙ୍କୁ ଦୁଃଖ ଦିଅନ୍ତି । ଏହି ବ୍ୟକ୍ତି ମାନେ ନିଜ ପାର୍ଟନରଙ୍କ କଥାକୁ ଇଗନୋର କରିଥାନ୍ତି । ଯାହା ଦ୍ୱାରା ନିଜର ପ୍ରକୃତ ପ୍ରେମକୁ ହରାଇଥାନ୍ତି ।
“ଏସ”ଅକ୍ଷରରେ ଥିବା ବ୍ୟକ୍ତି: ଏହି ଅକ୍ଷରର ବ୍ୟକ୍ତି ମାନେ ନିଜର ଜୀବନସାଥୀ ପାଇଁ ଉତ୍ସଗ ଥାନ୍ତି । ଯାହାର ଫାଇଦା ଲେକେ ବେଶ ଉଠାନ୍ତି । ଏହି ଅକ୍ଷରର ବ୍ୟକ୍ତି ମାନେ ଜୀବନରେ ଅନେକ ସଫଳତା ପାଇଥାନ୍ତି ହେଲେ ପ୍ରେମ ଜନିତ ପ୍ରସଙ୍ଗରେ ଏମାନେ ବେଶ ପଛରେ ଥାନ୍ତି । ଯାହା ଫଳରେ ଏମାନଙ୍କୁ ନିଜର ପ୍ରକୃତ ପ୍ରେମ ମିଳିନଥାଏ ।

Related posts

 ଆତଙ୍କବାଦୀ ସଂଗଠନ ଏନଏସସିଏନର ୬ ସଦସ୍ୟ ନିହତ

mahabharatanews

ମୋଟାପଣ ହ୍ରାସ କରିବାକୁ ଚାହୁଁଉନ୍ତି କି? ଆପଣାନ୍ତୁ ଏହି ୨ଆସନ

mahabharatanews

ଇସ୍ରୋ ଲଞ୍ଚ କରିବାକୁ ଯାଉଛି ଚନ୍ଦ୍ରଯାନ-୩

mahabharatanews