Uncategorized

କ’ଣ ଆପଣଙ୍କ ହାତରେ ରହିଛି କି ଏହି ରେଖା? ତେବେ କରିପାରନ୍ତି ପ୍ରେମ ବିବାହ

(ମହାଭାରତ): କୁହାଯାଏ କେବେ କେବେ କୌଣସି ଜିନିଷ ପାଇବା ପାଇଁ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ସେହି ଜିନିଷ ମିଳିପାରେ ନାହିଁ । ଏହିକଥାକୁ କିଛି ଲୋକମାନେ ହସ୍ତରେଖା ବିଜ୍ଞାନ ସହ ଯୋଡି ଦେଖିବା ପରେ ରେଖାର କାରଣ କହିଥାନ୍ତି । ହସ୍ତରେଖା ବିଜ୍ଞାନ ଅନୁଯାୟୀ ଅଧିକାଂଶ ଲୋକଙ୍କ ହାତରେ ବିବାହ ରେଖା ରହିଥାଏ କିନ୍ତୁ କିଛି ଲୋକଙ୍କ ହାତରେ ପ୍ରେମ ବିବାହରର ରେଖା ରହିଥାଏ । ତେବେ ଆସନ୍ତୁ ଜାଣିବା ପ୍ରେମ ବିବାହ ପାଇଁ ଥିବା ହସ୍ତରେଖା ସମ୍ପର୍କରେ କିଛି ଗୁପ୍ତ କଥା ।

ବିବାହ ରେଖା ହାତର ଲିଟିଲ ଫିଙ୍ଗରର ତଳ ଅଂଶରେ ରହିଥାଏ । ଏହି କ୍ଷେତ୍ରକୁ ବୁଧ ପର୍ବତ କୁହାଯାଇଥାଏ । ବୁଧ ପର୍ବତର ଶେଷରେ କିଛି ପରସ୍ପର ଛେଦିତ ରେଖା ରହିଥାଏ । ଏହାକୁ ବିବାହ ରେଖା କୁହାଯାଇଥାଏ ।

ଏହି ରେଖା ଯେତିକି ସଂଖ୍ୟାର ହୋଇଥାଏ ସେହି ବ୍ୟକ୍ତିଙ୍କ ସେିତିକି ହିଁ ପ୍ରେମ ପ୍ରସଙ୍ଗ ରହିଥାଏ । ଯଦି ଏହି ରେଖା ଭାଙ୍ଗିଲା ଭଳି କିମ୍ବା କଟା ଥିବା ଭଳି ହୋଇଥାଏ ତେବେ ବିବାହ ବିଚ୍ଛେଦର ସମ୍ଭାବନା ରହିଥାଏ । ଏଥିସହ ଏହି ରେଖା ଆପଣଙ୍କ ବୈବାହିକ ଜୀବନ କିପରି ରହିବା ତାହା ମଧ୍ୟ ଦର୍ଶାଇଥାଏ ।

ଯଦି କୌଣସି ମହିଳାଙ୍କ ହାତରେ ବିବାହ ରେଖା ଆରମ୍ଭ ଦ୍ୱୀପ ଚିହ୍ନ ରହିଥାଏ ତେବେ ସେହି ମହିଳାଙ୍କ ବିବାହ କୌଣସି ଠକାମୀରେ ହୋଇପାରେ । ଯଦି ବୁଧ ପର୍ବତରୁ ଆସିଥିବା କୌଣସି ରେଖା ବିବାହ ରେଖାକୁ କାଟି ଦେଇଥାଏ । ତେବେ ସେହି ବ୍ୟକ୍ତିଙ୍କ ବୈବାହିକ ଜୀବନରେ ସମସ୍ୟା ଲାଗି ରହିବ ।

ସେହିଭଳି ଯଦି ବିବାହ ରେଖା ଫିଙ୍ଗରର ତଳ ଭାଗ ସୂର୍ଯ୍ୟରେଖା ପର୍ଯ୍ୟନ୍ତ ଯାଇଥାଏ, ତେବେ ସେହି ବ୍ୟକ୍ତିଙ୍କ ବିବାହ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ହୋଇଥାଏ ।

ବିବାହ ରେଖା ଦେଖିବା ସମୟରେ ଶୁକ୍ର ପର୍ବତ (ବୁଡା ଆଙ୍ଗୁଳିର ତଳ ଭାଗ ଶୁକ୍ର ପର୍ବତ କୁହାଯାଇଥାଏ । ଏହି କ୍ଷେତ୍ର ଜୀବନ ରେଖା ପର୍ଯ୍ୟନ୍ତ ହୋଇଥାଏ । )

Related posts

ପାକ୍ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ

mahabharatanews

ମଧ୍ୟ ପ୍ରଦେଶ ପରେ ବିହାର କଂଗ୍ରେସକୁ ଆରଜେଡିର ଝଟକା

mahabharatanews

ମହାରାଷ୍ଟ୍ର ମହାମେଣ୍ଟରେ ମତଭେଦ

mahabharatanews