ଓଡିଶା

କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,

(ବିରୁପାକ୍ଷ ପ୍ରଧାନ/ ଆଠଗଡ): ଆଠଗଡ଼ ରେଞ୍ଜ ସଦର ସେକ୍ସନ ଅନ୍ତର୍ଗତ ବୁଦ୍ଧିଆ ପାଟଣା ଗାଁର ଏକ କୂଅ ଭିତରେ ଜୀବନ୍ତ ବ୍ରଜକାପ୍ତା ଉଦ୍ଧାର କରି ରେଞ୍ଜରେ ରଖିଛନ୍ତି ଆଠଗଡ ରେଞର । ବଜ୍ରକାପ୍ତାଟି ପାଖ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ ପାଇଁ ଆସି କୂଅରେ ପଡିଥିବା ବେଳେ ସକାଳୁ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରିକ୍ଷା ପରେ ଭଲଥିଲେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଆଠଗଡ ରେଞ୍ଜର କହିଛନ୍ତି ।

Related posts

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

mahabharatanews

ଜି-୨୦ ସମ୍ମିଳନୀ ପାଇଁ ୩୦୦ ଟ୍ରେନ ବାଧାପ୍ରାପ୍ତ 

mahabharatanews

ସୌମ୍ୟଙ୍କ ପରିବାରକୁ କ୍ରାଇମ ବ୍ରାଞ୍ଚ ଦେଇପାରିବ ନ୍ୟାୟ?

mahabharatanews