ଓଡିଶା

କୋଭିଡ କଟକଣାରେ ମା’ଗଜଲକ୍ଷ୍ମୀଙ୍କ ପୂଜା

ସତ୍ୟନାରାୟଣ ପାଲ/ ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ମହୁଲଡିହା ୧ନମ୍ବର ୱାଡରେ ମାଆଙ୍କ ପୂଜା ଅର୍ଚ୍ଚନା କରାଯାଇଛି ।ପ୍ରସିଦ୍ଧ ଗଜଲକ୍ଷ୍ମୀଙ୍କ ପୂଜା ଚଳିତ ବର୍ଷ କରୋନା ମହାମାରୀ ପାଇଁ ନିରାଡମ୍ବର ସହକାରେ ପାଳିତ ହୋଇଛି । ମଣ୍ଡପରେ ମୃଣ୍ମୟୀ ମୂର୍ତି ନିର୍ମାଣ କରାଯାଇଥିବାବେଳେ ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା କରାଯାଇ ନ।।ହିଁ । କରୋନା କଟକଣା ନିୟମକୁ ପାଳନ କରି ପୂଜାକମିଟି ତରଫରୁ ପୂଜାର୍ଚନା କରାଯାଇଛି ।ଶ୍ରଦ୍ଧାଳୁମାନେ କୋଭିଡ କଟକଣା ମାନି ମାସ୍କ ପରିଧାନ କରି ପୂଜାର୍ଚନା କରୁଛନ୍ତି । ମୁଖ୍ୟ ପୂଜକ ପ୍ରସନ୍ନ କୁମାର ଷଡଙ୍ଗୀଙ୍କ ଦ୍ୱାରା ପୂଜା ଅନୁଷ୍ଠିତ ହୋଇଛି।

Related posts

ଗଞ୍ଜାମରେ ପୁଣି ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କରୋନା

mahabharatanews

ଦାଦାଙ୍କୁ ପୁତୁରାର ମରଣାନ୍ତକ ଆକ୍ରମଣ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ :୭୪୧ ପଜିଟିଭ୍ ଚିହ୍ନଟ

mahabharatanews